ରାଜନୀତି
NEET ବିବାଦ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟ ଭାଇରାଲ୍, ୪.୭ କୋଟିରୁ ଅଧିକ ଭ୍ୟୁସ୍
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ (ପୂର୍ବତନ ଟ୍ୱିଟର) ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଛି। ଜୁଲାଇ ୨୫ରେ କରାଯାଇଥିବା ଏହି ପୋଷ୍ଟକୁ ୪୭.୧ ମିଲିୟନ୍ (୪.୭ କୋଟିରୁ ଅଧିକ) ଥର ଦେଖାଯାଇଛି। ଏହାସହ ୨.୨୧ ଲକ୍ଷରୁ ଅଧିକ ଲାଇକ୍, ୩୭ ହଜାରରୁ ଅଧିକ ରିପୋଷ୍ଟ ଓ ୩୦ ହଜାରରୁ ଅଧିକ କମେଣ୍ଟ ଆସିଛି। ନିଜ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ଚାରି ଦଶକ ଧରି ସେ ଛାତ୍ର, ଶିକ୍ଷକ […]
ମନୋରଞ୍ଜନ
ପରଲୋକରେ ପ୍ରଣବ ପଟ୍ଟନାୟକ: ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ ଶୂନ୍ୟତା
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖଦ ଖବର। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ, କଳାକାର ଓ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଦଶନ୍ଧି ଦଶନ୍ଧି ଧରି ନିଜର ସ୍ୱତନ୍ତ୍ର କଣ୍ଠ ଓ ଗାୟନ ଶୈଳୀରେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ଥାନ ତିଆରି କରିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି। ୧୯୩୮ରେ ଜନ୍ମ, ବାଲ୍ୟକାଳରୁ ସଙ୍ଗୀତ […]
ଜାତୀୟ ହସ୍ତତନ୍ତ ଦିବସରେ ‘ହାବସପୁରୀ ୱିଭିଂ’ର ପ୍ରଥମ ପୋଷ୍ଟର ରିଲିଜ୍
ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ଲୁପ୍ତପ୍ରାୟ ହସ୍ତତନ୍ତ ପରମ୍ପରାକୁ ନେଇ ନିର୍ମିତ ହେଉଥିବା ଡକ୍ୟୁମେଣ୍ଟାରୀ ‘ହାବସପୁରୀ ୱିଭିଂ: ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ‘ରିତୁପ୍ରିୟା ପ୍ରଡକ୍ସନ୍ସ’ ପକ୍ଷରୁ ନିର୍ମିତ ଏହି ଡକ୍ୟୁମେଣ୍ଟାରୀ କଳାହାଣ୍ଡିର ଐତିହାସିକ ହାବସପୁରୀ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ସଂଘର୍ଷ ଏବଂ ଏହାର ପୁନରୁଦ୍ଧାରର ସମ୍ଭାବନାକୁ କେନ୍ଦ୍ର କରିଛି। ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ଅତିଶ କୁମାର ରାଉତ ସମ୍ଭାଳିଥିବା ବେଳେ, ବିଶ୍ୱନାଥ ରଥ […]
ବାଣିଜ୍ୟ
କମାଲ କଲା LIC, ୨୩% ବଢ଼ିଲା!
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍)ରେ ଦମଦାର ଆର୍ଥିକ ପ୍ରଦର୍ଶନ କରିଛି। କମ୍ପାନୀର ନିଟ୍ ଲାଭ ବାର୍ଷିକ ଆଧାରରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇ ₹୧୩,୪୯୨ କୋଟିରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ନିଟ୍ ଲାଭ ପ୍ରାୟ ₹୧୦,୯୫୬ କୋଟି ଥିଲା। କମ୍ପାନୀର ପ୍ରିମିୟମ୍ ଆୟ ମଧ୍ୟ ବୃଦ୍ଧି ପାଇଛି। ଏହି ତ୍ରୟମାସିକରେ […]
୯ ଲକ୍ଷ ଦିଅନ୍ତୁ ମିଳିବ ମାସିକ ୫,୫୦୦ ରୁ ଉର୍ଦ୍ଧ !
ଭୁବନେଶ୍ୱର (ବ୍ୟୁରୋ) : ନିବେଶ କରି ନିଶ୍ଚିତ ମାସିକ ଆୟ ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ପୋଷ୍ଟ ଅଫିସ୍ ମାସିକ ଆୟ ଯୋଜନା (Post Office Monthly Income Scheme – MIS) ଏକ ଅତି ଲୋକପ୍ରିୟ ଓ ନିରାପଦ ବିକଳ୍ପ। ଏହି ଯୋଜନାରେ ବର୍ତ୍ତମାନ ୭.୪ ପ୍ରତିଶତ ବାର୍ଷିକ ସୁଧ ମିଳୁଛି ଏବଂ ସୁଧ ପ୍ରତି ମାସରେ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଛି। ଆସନ୍ତୁ ଜାଣିବା କେତେ ଟଙ୍କା ଜମା କଲେ କେତେ […]
ଏସିଆର ସବୁଠୁ ଧନୀ ଗାଁ ଭାରତରେ: ବ୍ୟାଙ୍କରେ ଜମା ଅଛି ୭ ହଜାର କୋଟି
ଦେଖାଯାଏ ତେବେ ସାଧାରଣତଃ ଗାଁ ସମ୍ପର୍କରେ ଆମର ଧାରଣା ଏହା ଥାଏ ଯେ ସେଠାରେ ଜୀବନଶୈଳୀ ସହରାଞ୍ଚଳ ତୁଳନାରେ କମ୍ ହୋଇଥାଏ। ଆଉ ଏକ ଧାରଣା ହେଉଛି ଯେ ଏଠାରେ ରହୁଥିବା ଲୋକମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନୁହନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିଆର ସବୁଠାରୁ ଧନୀ ଗାଁ କେଉଁଠି ଅଛି? ଆସନ୍ତୁ ଏହି ଲେଖାରେ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା। ଏସିଆର ସବୁଠାରୁ ଧନୀ ଗାଁ ଭାରତର ଗୁଜରାଟ ରାଜ୍ୟରେ ଅଛି। […]
ଦେଶ- ବିଦେଶ
-
David Nguyen commented on ଜାତୀୟ ହସ୍ତତନ୍ତ ଦିବସରେ ‘ହାବସପୁରୀ ୱିଭିଂ’ର ପ୍ରଥମ ପୋଷ୍ଟର ରିଲିଜ୍: Cảm ơn bài viết. Với dịch vụ du học Hàn Quốc chuyê
-
Riley_91 commented on ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: [url=https://akbweaexfx.com]Ediyihotu[/url] Irokro
-
Ana Lorena Mendoza Hinojosa commented on ଗାଡ଼ି ନମ୍ବର ପ୍ଲେଟରେ ପୋଲିସ ଲୋଗୋ କିମ୍ବା OHRC ନାଁ ଲେଖିଲେ ହେବ ଜବତ: conoces, este es el más apestoso texto acerca de A
-
Ana Lorena Mendoza Hinojosa commented on ଗାଡ଼ି ନମ୍ବର ପ୍ଲେଟରେ ପୋଲିସ ଲୋଗୋ କିମ୍ବା OHRC ନାଁ ଲେଖିଲେ ହେବ ଜବତ: Hello there! I could have sworn I've been to this
-
homepage commented on ‘ଆମେ କେନ୍ଦୁଝରିଆ’ ଅନୁଷ୍ଠାନ ପକ୍ଷରୁ ପଖାଳ ଦିବସ ପାଳିତ: Hi mates, its great paragraph concerning education


